ଆଦି ବାଣୀ ଆପ୍ ଲଂଚ, ପାଂଚଟି ଆଦିବାସୀ ଭାଷାକୁ ହିନ୍ଦୀ ଏବଂ ଇଂରାଜୀରେ କରାଯାଇପାରିବ ଅନୁବାଦ
ନୂଆଦିଲ୍ଲୀ, ୧ ସେପ୍େଟମ୍ବର (ହିସ)- ଏବେ ମୁଣ୍ଡାରୀ, ସଂନ୍ତାଳୀ, ପୁଇ, ଗୋଣ୍ଡି ଏବଂ ଭିଲି ଆଦିବାସୀ ଭାଷାକୁ ହିନ୍ଦୀ ଏବଂ ଇଂରାଜୀରେ ଅନୁବାଦ କରାଯାଇପାରିବ। ସୋମବାର ଦିନ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉଦ୍ୟମରେ ଆଦିବାଣୀ ଆପର ଆରମ୍ଭ ହୋଇଛି । ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ
ଆଦି ବାଣୀ ଆପ୍ ଲଂଚ, ପାଂଚଟି ଆଦିବାସୀ ଭାଷାକୁ ହିନ୍ଦୀ ଏବଂ ଇଂରାଜୀରେ କରାଯାଇପାରିବ ଅନୁବାଦ


ନୂଆଦିଲ୍ଲୀ, ୧ ସେପ୍େଟମ୍ବର (ହିସ)- ଏବେ ମୁଣ୍ଡାରୀ, ସଂନ୍ତାଳୀ, ପୁଇ, ଗୋଣ୍ଡି ଏବଂ ଭିଲି ଆଦିବାସୀ ଭାଷାକୁ ହିନ୍ଦୀ ଏବଂ ଇଂରାଜୀରେ ଅନୁବାଦ କରାଯାଇପାରିବ। ସୋମବାର ଦିନ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉଦ୍ୟମରେ ଆଦିବାଣୀ ଆପର ଆରମ୍ଭ ହୋଇଛି । ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ମଧ୍ୟ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେ କହିଥିଲେ ଯେ ଏହି ଆପ୍ ମାଧ୍ୟମରେ ଆଦିବାସୀ ଭାଷା ଡିଜିଟାଲ୍ ଏବଂ ବିଶ୍ୱସ୍ତରୀୟ ହେବ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande