ପ୍ରଧାନମନ୍ତ୍ରୀ ଯଶୋଭୂମିରେ କାଲି କରିବେ ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ
ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଏଠାର ଯଶୋଭୂମିରେ ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ କରିବେ। ସେ ୬ ସେପ୍ଟେମ୍ବରକୁ ମଧ୍ୟ ଏଠାରେ ସିଇଓ ଗୋଲମେଜ ସମ୍ମିଳନୀରେ ଭାଗ ନେବେ। ତିନିଦିନିଆ ସମ୍ମିଳନୀ ଭାରତରେ ଏକ ମଜବୁତ, ସେମିକଡକ୍ଟର ପରିସ୍ଥିତିର ତନ୍
ପ୍ରଧାନମନ୍ତ୍ରୀ ଯଶୋଭୂମିରେ କାଲି କରିବେ ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ


ନୂଆଦିଲ୍ଲୀ, ୦୧ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଏଠାର ଯଶୋଭୂମିରେ ସେମିକନ୍ ଇଣ୍ଡିଆ-୨୦୨୫ର ଉଦ୍‌ଘାଟନ କରିବେ। ସେ ୬ ସେପ୍ଟେମ୍ବରକୁ ମଧ୍ୟ ଏଠାରେ ସିଇଓ ଗୋଲମେଜ ସମ୍ମିଳନୀରେ ଭାଗ ନେବେ। ତିନିଦିନିଆ ସମ୍ମିଳନୀ ଭାରତରେ ଏକ ମଜବୁତ, ସେମିକଡକ୍ଟର ପରିସ୍ଥିତିର ତନ୍ତ୍ରକୁ ଆଗକୁ ବଢ଼ାଇବା ଉପରେ କେନ୍ଦ୍ରିତ ହେବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୋମବାର ଦିନ କହିଛନ୍ତି ଯେ ଏଥିରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଗତି, ସେମିକଣ୍ଡକ୍ଟ କୈବ ଏବଂ ଉନ୍ନତ ପ୍ୟାକେଜିଂ ପରିଯୋଜନା, ବୁନିୟାଦି ଢାଂଚାର ପ୍ରସ୍ତୁତ, ସ୍ମାର୍ଟ ବିନିର୍ମାଣ, ଅନୁସନ୍ଧାନ ଏବଂ ବିକାଶ ତଥା କୃତ୍ରିମ ବୁଦ୍ଧିମତାରେ ନବାଚାର, ନିବେଶର ଅବସର, ରାଜ୍ୟସ୍ତରୀୟ ନୀତି କାର୍ଯ୍ୟାନ୍ୱୟନ ଆଦି ଉପରେ ସତ୍ର ଆୟୋଜିତ କରାଯିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande