ଶିମଲାରେ ଭୂସ୍ଖଳନ, ପିତା-ପୁତ୍ରଙ୍କ ସମେତ ତିନି ମୃତ
ଶିମଲା, 1 ସେପ୍ଟେମ୍ବର (ହି.ସ.) - ହିମାଚଳ ପ୍ରଦେଶରେ ଲାଗାତାର ପ୍ରବଳ ବର୍ଷା ଯୋଗୁ ବିନାଶ ଘଟିଛି । ଶିମଲା ଜିଲ୍ଲାରେ ଗତ ୨୦ ଘଣ୍ଟା ଧରି ଚାଲିଥିବା ବର୍ଷା ଜନଜୀବନକୁ ଅସ୍ଥିର କରିଦେଇଛି। ଅନେକ ସ୍ଥାନରେ ଭୂସ୍ଖଳନ ଓ ରାସ୍ତା ବନ୍ଦ ହେବାରୁ ଲୋକେ ଘର ଭିତରେ ରହିଛନ୍ତି
ଶିମଲାରେ ଭୂସ୍ଖଳନ,     ପିତା-ପୁତ୍ରଙ୍କ ସମେତ ତିନି ମୃତ


ଶିମଲା, 1 ସେପ୍ଟେମ୍ବର (ହି.ସ.)

- ହିମାଚଳ ପ୍ରଦେଶରେ

ଲାଗାତାର ପ୍ରବଳ ବର୍ଷା ଯୋଗୁ ବିନାଶ ଘଟିଛି । ଶିମଲା ଜିଲ୍ଲାରେ ଗତ ୨୦ ଘଣ୍ଟା ଧରି ଚାଲିଥିବା

ବର୍ଷା ଜନଜୀବନକୁ ଅସ୍ଥିର କରିଦେଇଛି। ଅନେକ ସ୍ଥାନରେ ଭୂସ୍ଖଳନ ଓ ରାସ୍ତା ବନ୍ଦ ହେବାରୁ ଲୋକେ

ଘର ଭିତରେ ରହିଛନ୍ତି। ଏହି ମଧ୍ୟରେ ଜିଲ୍ଲାର ଜୁଙ୍ଗା ଓ କୋଟଖାଇ ଅଞ୍ଚଳରେ ଦୁଇଟି ଭିନ୍ନ

ଭୂସ୍ଖଳନ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତହସିଲ୍‍ ଜୁଙ୍ଗା ଅଞ୍ଚଳର ପଟୱାର ହଲ୍କା ଡବଲୁର

ଉପ ମହଲ ଯୋଡ଼ରେ ରବିବାର ରାତିରେ ଏକ ଦୁଃଖଦ ଘଟଣା ଘଟିଥିଲା। ସେଠାରେ ରହୁଥିବା ବୀରେନ୍ଦ୍ର

କୁମାର (୩୫), ପୁତ୍ର ସ୍ୱର୍ଗତ ଜୟ ସିଂହଙ୍କ ଘର ଭୂସ୍ଖଳନରେ ଭୁଶୁଡି ପଡିଛି ।

ଦୁର୍ଘଟଣାରେ ବୀରେନ୍ଦ୍ର

କୁମାରଙ୍କ ପତ୍ନୀ ଘର ବାହାରେ ଥିଲେ, ଏହି କାରଣରୁ ସେ ବର୍ତ୍ତିଯାଇନ୍ତି । କିନ୍ତୁ ସ୍ୱାମୀ ଓ

ଝିଅ ଏଥିରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ପୂରା ଶୋକ ଖେଳିଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande