ଆଜି  ସୁଭଦ୍ରା ସମୀକ୍ଷା ବୈଠକ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) ଆଜି ସୁଭଦ୍ରା ଯୋଜନା ସମ୍ପର୍କରେ ସମୀକ୍ଷା ବୈଠକ ହେବ । ଏଥିରେ ବାଦ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ହେବା ନେଇ ଆଲୋଚନା ହେବ । ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମାଗ ଯାଇଥିବା ବେଳେ ସ୍ୱାସ୍
ଆଜି  ସୁଭଦ୍ରା ସମୀକ୍ଷା ବୈଠକ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.) ଆଜି

ସୁଭଦ୍ରା ଯୋଜନା ସମ୍ପର୍କରେ ସମୀକ୍ଷା ବୈଠକ ହେବ । ଏଥିରେ ବାଦ ପଡ଼ିଥିବା ହିତାଧିକାରୀଙ୍କ

ସାମିଲ ହେବା ନେଇ ଆଲୋଚନା ହେବ ।

ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମାଗ ଯାଇଥିବା ବେଳେ ସ୍ୱାସ୍ଥ୍ୟ

ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି

କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ

ମଗାଯାଇଥିଲା । ତିନି ବିଭାଗ ରିପୋର୍ଟ ଆଧାରରେ ଏହି ବୈଠକ ବସିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande