ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଦିଆଯାଇଛି ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ
ନୂଆଦିଲ୍ଲୀ, ୧୧ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ତାଙ୍କ ବର୍ତମାନର ପଦବୀ ସହିତ ଏହି ଦାୟିତ୍ୱ ନିର୍ବାହ କରିବେ। ରାଷ୍ଟ୍ରପତି ଭବନ ଦ୍ୱାରା ଗୁରୁବାର ଜାରି ସୂଚନାରେ କୁହାଯା
ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଦିଆଯାଇଛି ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ


ନୂଆଦିଲ୍ଲୀ, ୧୧ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ତାଙ୍କ ବର୍ତମାନର ପଦବୀ ସହିତ ଏହି ଦାୟିତ୍ୱ ନିର୍ବାହ କରିବେ।

ରାଷ୍ଟ୍ରପତି ଭବନ ଦ୍ୱାରା ଗୁରୁବାର ଜାରି ସୂଚନାରେ କୁହାଯାଇଛି ଯେ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଯୋଗୁଁ ପଦ ଛାଡିବା ପରେ ଏହି ନିଷ୍ପତି ନିଆଯାଇଛି।

--------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande