ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଭୁବନ, ୧୩ ସେପ୍ଟେମ୍ବର (ହି.ସ.) - ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଶନିବାର ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁଙ୍କ ସଭାପତିତ୍ୱ ଓ ଯୁବ ରେଡକ୍ରସ୍ ଦାୟିତ୍ୱ ରେ ଥିବା ଅଧ୍ୟାପକ ପଦ୍ମନାଭ େବେହରାଙ୍କ ତତ୍ୱାବଧାନେର ଅନୁଷ୍ଠିତ କାର୍ଯ
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ


ଭୁବନ, ୧୩ ସେପ୍ଟେମ୍ବର (ହି.ସ.) - ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଶନିବାର ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁଙ୍କ ସଭାପତିତ୍ୱ ଓ ଯୁବ ରେଡକ୍ରସ୍ ଦାୟିତ୍ୱ ରେ ଥିବା ଅଧ୍ୟାପକ ପଦ୍ମନାଭ େବେହରାଙ୍କ ତତ୍ୱାବଧାନେର ଅନୁଷ୍ଠିତ କାର୍ଯ୍ୟକ୍ରମେର ଅଧ୍ୟାପକ ପ୍ରଭାତ କୁମାର ଜେନା, ଅନିଲ କୁମାର ଧିର, ସୁବାସ ଚନ୍ଦ୍ର ପତି, ଡ଼ ଜ୍ଞାନ ରଞ୍ଜନ ଧଳ, ଆଲୋକ ରଂଜନ ସଡ଼ଙ୍ଗୀ, ଗ୍ରନ୍ଥାଗାରିକ ନନ୍ଦ କେିଶାର ଧୀର, ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର େବେହରା ଯୋଗେଦଇ ପ୍ରାଥମିକ ଚିକିତ୍ସା ମାଧ୍ୟମେର କିପରି ସୁସ୍ଥତା ଅବଲମ୍ବନ କରାଯାଇପାରିବ ସେ ସମ୍ବଦ୍ଧ ରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥେôଲ। ସୌମ୍ୟ ରଞ୍ଜନ ଧୀର ଙ୍କ ସେମତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମୋନ ସକ୍ରିୟ ଅଂଶ ଗ୍ରହଣ କରିଥେôଲ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande