ଗୋନାସିକା ମନ୍ଦିରରେ ପୂଜା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର, ୧୩ ସେପ୍ଟେମ୍ବର (ହି.ସ.)- ଆଜି କେନ୍ଦୁଝରର ପୁଣ୍ୟତୋୟା ମା'' ବୈତରଣୀଙ୍କ ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ଆଦିପୀଠ ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା
ଗୋନାସିକା ମନ୍ଦିରରେ ପୂଜା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


କେନ୍ଦୁଝର, ୧୩ ସେପ୍ଟେମ୍ବର (ହି.ସ.)- ଆଜି କେନ୍ଦୁଝରର ପୁଣ୍ୟତୋୟା ମା' ବୈତରଣୀଙ୍କ ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ଆଦିପୀଠ ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande