ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ବିଜେଡ଼ିରୁ ଜଣକ
ପରେ ଜଣେ ବରିଷ୍ଠ ଦଳ ଛାଡୁଛନ୍ତି। କୌଣସି ରାଜନୈତିକ ଦଳରୁ ଜଣେ ବି ପଞ୍ଚାୟତ ପ୍ରତିନିଧି
ଛାଡିବା ଦଳକୁ ଅଧିକ ଦୁର୍ବଳ କରିବ ବୋଲି କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ। ସମସ୍ତଙ୍କୁ
ଏକାଠି କରିବା ସଭାପତିଙ୍କ ଦାୟିତ୍ଵ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା