କୋଟିପତି ମାନେ ରାସନକାର୍ଡରେ ରାସନ ପାଉଥିବା ଅଭିଯୋଗ
ଗଂଜାମ, 13 ସେପ୍ଟେମ୍ବର (ହି.ସ.) ଶେରଗଡ଼ ବ୍ଲକରେ ବହୁ କୋଟିପତି ଏବେବି ରାସନ କାର୍ଡ ଧାରୀ ରହିଛନ୍ତି। ଏହି ଵ୍ଳକର ପିତଳ ବଜାର‌ ଅଭିମନ୍ୟୁ ଜେନା ଜଣେ କୋଟିପତି । ଲକ୍ଷଲକ୍ଷ ଟଙ୍କା‌ ବ୍ୟାଙ୍କ ବାଲାନ୍ସ। ବଜାରରେ ପକ୍କା ଗୃହ, ତିନୋଟି ଦାମୀ ପ୍ଳଟ । ବଉଳ କୋଳି ସାହି ଦାମୀଘର ପ୍ରାୟ ଛଅ ଏକର ଦାମୀ ଚ
କୋଟିପତି ମାନେ ରାସନକାର୍ଡରେ ରାସନ ପାଉଥିବା ଅଭିଯୋଗ


ଗଂଜାମ, 13 ସେପ୍ଟେମ୍ବର (ହି.ସ.)

ଶେରଗଡ଼ ବ୍ଲକରେ ବହୁ କୋଟିପତି ଏବେବି ରାସନ କାର୍ଡ ଧାରୀ ରହିଛନ୍ତି। ଏହି ଵ୍ଳକର ପିତଳ ବଜାର‌ ଅଭିମନ୍ୟୁ ଜେନା ଜଣେ କୋଟିପତି । ଲକ୍ଷଲକ୍ଷ ଟଙ୍କା‌ ବ୍ୟାଙ୍କ ବାଲାନ୍ସ। ବଜାରରେ ପକ୍କା ଗୃହ, ତିନୋଟି ଦାମୀ ପ୍ଳଟ । ବଉଳ କୋଳି ସାହି ଦାମୀଘର ପ୍ରାୟ ଛଅ ଏକର ଦାମୀ ଚାଷଜମି, ପିତଳ ଛକରେ ଦାମୀ ପ୍ଳଟ ରହିଛି। ଏହାସତ୍ତ୍ୱେ ସେ ବହୁବର୍ଷ ହେଲା ରାସନ କାର୍ଡ ହାତେଈ ସରକାରଙ୍କ ସର୍ବବିଧ ସୁବିଧା ଲୁଣ୍ଠନ କରୁଥିବା ଅଭିଯୋଗ ହୋଇଛି । ଶେରଗଡ଼ ବିଡ଼ିଓ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande