ନୂଆପଡ଼ା ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ - ବିଜେପି ରାଜ୍ୟ ପ୍ରଭାରୀ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀଙ୍କ ଦମ୍ଭୋକ୍ତି । ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ । ନୂଆପଡାରେ ବିଜେପି ତୃତୀୟ ସ୍ଥାନରେ ଅଛି କେମିତି ଲଢିବ ପ୍ରଶ୍ନରେ କହିଲେ ରାଜ୍ୟରେ ଆଗରୁ ବିଜେପି
ନୂଆପଡ଼ା ଉପ ନିର୍ବାଚନରେ     ବିଜେପି ନିଶ୍ଚୟ ଜିତିବ - ବିଜେପି ରାଜ୍ୟ ପ୍ରଭାରୀ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ନୂଆପଡ଼ା

ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀଙ୍କ ଦମ୍ଭୋକ୍ତି । ନୂଆପଡ଼ା ଉପନିର୍ବାଚନରେ

ବିଜେପିର ବିଜୟ ନିଶ୍ଚିତ । ନୂଆପଡାରେ ବିଜେପି ତୃତୀୟ ସ୍ଥାନରେ ଅଛି କେମିତି ଲଢିବ ପ୍ରଶ୍ନରେ

କହିଲେ ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କଣ ଥିଲା ? ପୂର୍ବରୁ 24 ନିର୍ବାଚନରେ ବିଜେପି ଏକାକୀ ଲଢିବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି

ପୂର୍ବରୁ କହିଥିଲି । ଓଡ଼ିଶାରେ ବିଜେପି ସରକାର ଗଠନ ହେଲା । ସେହିପରି 16ରୁ 18 ଲୋକସଭା ଆସନରେ

ବିଜୟ ହେବ ବୋଲି କହିଥିଲି 20 ସାଂସଦ ଜିତିଲେ । ତେଣୁ ନୂଆପଡା ଉପ ନିର୍ବାଚନରେ ମଧ୍ୟ ବିଜେପି

ବିଜୟୀ ହେବ ବୋଲି କହିଛନ୍ତି ରାଜ୍ୟ ପ୍ରଭାତୀ ବିଜୟ ପାଲ୍ ସିଂ ତୋମାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande