ବସ -ବାଇକ୍ ମୁହାଁମୁହିଁ, ଜଣେ ଗୁରୁତର
କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ଆଜି ଅପରାହ୍ନରେ ଉଖୁଣ୍ଡା -ଚମ୍ପୁଆ ରାସ୍ତାରେ ଘଟିଛି ଦୁର୍ଘଟଣା । ଧବଳେଶ୍ଵର ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ଏତେ ଯୋରଦାର ଥିଲା ଯେ ବାଇକ୍ ସିଧା ବସ୍ ଭିତରେ ପଶିଯାଇଛି । ଏହି ଦୁର୍ଘଟଣା ଫଳରେ ବାଇକ୍ ଆରୋହୀ ଯୁବକ ଜଣକ ଗୁରୁତର ହୋଇଛନ୍ତି।
ବସ -ବାଇକ୍ ମୁହାଁମୁହିଁ, ଜଣେ ଗୁରୁତର


କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ଆଜି ଅପରାହ୍ନରେ ଉଖୁଣ୍ଡା -ଚମ୍ପୁଆ ରାସ୍ତାରେ ଘଟିଛି ଦୁର୍ଘଟଣା । ଧବଳେଶ୍ଵର ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ଏତେ ଯୋରଦାର ଥିଲା ଯେ ବାଇକ୍ ସିଧା ବସ୍ ଭିତରେ ପଶିଯାଇଛି । ଏହି ଦୁର୍ଘଟଣା ଫଳରେ ବାଇକ୍ ଆରୋହୀ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande