ଡଙ୍ଗରପାଉଁସିରେ ଭାଲୁ ଆତଙ୍କ
ଜୟପୁର, ୧୬ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁସିରେ ଭାଲୁ ଆତଙ୍କ । ଦିନ ରାତି ଗ୍ରାମ ସାରା ୩ଟି ଭାଲୁ ବୁଲୁଛନ୍ତି । ଗ୍ରାମବାସୀ ମାନେ ଆତଙ୍କିତ ହୋଇଥିବା ବେଳେ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି ।
ଡ଼ଙ୍ଗର ପାଉସି ରେ ଭାଲୁ


ଜୟପୁର, ୧୬ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁସିରେ ଭାଲୁ ଆତଙ୍କ । ଦିନ ରାତି ଗ୍ରାମ ସାରା ୩ଟି ଭାଲୁ ବୁଲୁଛନ୍ତି । ଗ୍ରାମବାସୀ ମାନେ ଆତଙ୍କିତ ହୋଇଥିବା ବେଳେ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande