ଗଞାମ, 16 ସେପ୍ଟେମ୍ବର (ହି.ସ.) ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ତଥା ପ୍ରତ୍ୟକ୍ଷ ଦେବୀ ମାଁ ତାରାତାରିଣୀ ଙ୍କ ଷୋଡ଼ଶ ଉପଚାର ପୂଜା ଗତ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି। ପ୍ରତ୍ୟେହ ମାଁ ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରି ପୂଜାର୍ଚ୍ଚନା ହୋମ ଯୱ ଚାଲିଛି।ପ୍ରତେକଦିନହଜାର ହଜାର ଶ୍ରଦ୍ଧାଳୁଂତା୍ରାତାରିଣୀ ପୀଠ କୁ ଆସି କୁମାରୀ ପର୍ବତ ଉପରେ ବିଜେ କରିଥିଵାଭଵ୍ଯ ସୁରମ୍ୟ ନୂତନ ମନ୍ଦିର ରେ ମାଁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପକ୍ଷରୁ ଅନ୍ନପ୍ରସାଦ ବିତରଣ କରାଯାଇଛି। ଆସନ୍ତା ବିଜୟା ଦଶମୀ ରେଏହି ପୂଜା ଉଦ୍ ଯାପନ ଼ହେବ। ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ