ବାଂଲାଦେଶରେ ଦୁର୍ଗା ପୂଜା ପୂର୍ବରୁ କାଳୀ ମନ୍ଦିର ଉପରେ ଆକ୍ରମଣ, ମୂର୍ତ୍ତି ଭଙ୍ଗାରୁଜା
ଢାକା, 16 ସେପ୍ଟେମ୍ବର (ହି.ସ.)- ବାଂଲାଦେଶରେ ନବରାତ୍ରି ଓ ଦୁର୍ଗା ପୂଜା ପূର୍ବରୁ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ ସମୁଦାୟ ଭୟଭୀତ ହୋଇପଡିଛନ୍ତି। ଖବର ଅନୁଯାୟୀ, ରବିବାର ରାତିରେ କୁସ୍ତିଆ ଜିଲ୍ଲାର ମୀରପୁର ଉପଜିଲ୍ଲାସ୍ଥିତ ସ୍ୱରୂପଦାହ ପାଲପାଡ଼ା ଶ୍ରୀ
ବାଂଲାଦେଶରେ ଦୁର୍ଗା ପୂଜା     ପୂର୍ବରୁ କାଳୀ ମନ୍ଦିର ଉପରେ ଆକ୍ରମଣ, ମୂର୍ତ୍ତି ଭଙ୍ଗାରୁଜା


ଢାକା, 16 ସେପ୍ଟେମ୍ବର (ହି.ସ.)- ବାଂଲାଦେଶରେ

ନବରାତ୍ରି ଓ ଦୁର୍ଗା ପୂଜା ପূର୍ବରୁ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ

ସମୁଦାୟ ଭୟଭୀତ ହୋଇପଡିଛନ୍ତି। ଖବର ଅନୁଯାୟୀ, ରବିବାର ରାତିରେ କୁସ୍ତିଆ ଜିଲ୍ଲାର ମୀରପୁର ଉପଜିଲ୍ଲାସ୍ଥିତ ସ୍ୱରୂପଦାହ ପାଲପାଡ଼ା ଶ୍ରୀ

ଶ୍ରୀ ରକ୍ଷା କାଳୀ ମନ୍ଦିରରେ ଅସାମାଜିକ ତତ୍ତ୍ୱମାନେ ଆକ୍ରମଣ କରି ଦୁଇଟି ମୂର୍ତ୍ତିକୁ

ଭାଙ୍ଗିଦେଇଥିଲେ।

ଏହି ଅପରାଧୀମାନେ ଭଙ୍ଗାରୁଜା

ପରେ ମନ୍ଦିରରୁ ଗୋଟିଏ ସିସିଟିଭି କ୍ୟାମେରା ଓ ଗୋଟିଏ ମେମୋରୀ କାର୍ଡ ନେଇ ଚାଲିଯାଇଥିଲେ।

ଦ ଡେଲି ଷ୍ଟାର ସମ୍ବାଦପତ୍ର

ଅନୁସାରେ, ମୀରପୁର ଥାନା ଓ‌ସି

ମୋମିନୁଲ୍ ଇସ୍ଲାମ କହିଛନ୍ତି ଯେ ଏହି ଘଟଣା ରବିବାର ରାତି ୮ଟାରୁ ୮:୩୦ ମଧ୍ୟରେ ଘଟିଛି।

ଏପର୍ଯ୍ୟନ୍ତ କୌଣସି ଗିରଫ

ହୋଇନାହିଁ ଓ ନାହିଁ କୌଣସି ଅଭିଯୋଗ ହୋଇନାହିଁ । ଘଟଣାର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande