ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଆଜି ବସିବ
ବିଜେଡିର ଶୃଙ୍ଖଳା କମିଟିବୈଠକ | ଶଙ୍ଖ ଭବନରେ ବସିବ ବୈଠକ | ଅପରାହ୍ନରେ ଶଙ୍ଖ ଭବନରେ ଏହି ବୈଠକ ହେବ। ବୈଠକରେ ୭ ଜଣ ସଦସ୍ୟ ଉପସ୍ଥିତ ରହିବେ। ଦେବୀ ପ୍ରସାଦ
ମିଶ୍ର, ଚନ୍ଦ୍ରଶେଖର ସାହୁ, ସାରଦା ଜେନା, ଶର୍ମିଷ୍ଠା ସେଠି, ଲୋପାମୁଦ୍ରା ବକ୍ସି
ପାତ୍ର, ରାଜଶ୍ରୀ ମଲ୍ଲିକ ଓ
ପ୍ରଦୀପ ଅମାତ ଉପସ୍ଥିତ ରହିବେ । ନିର୍ବାଚନ
ପରାଜୟ ପରେ ନେତା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏସବୁ ବିଷୟରେ ଆଲୋଚନା ହୋଇପାରେ | ବିଶୃଙ୍ଖଳିତ ନେତାଙ୍କ ପାଇଁ
ଏସଓପିପ୍ରସ୍ତୁତ କରିପାରେ
ଶୃଙ୍ଖଳା କମିଟି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା