ଧର୍ମଶାଳା,୧୬ ସେପ୍େଟମ୍ବର(ହି.ସ.) - ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ବଡଚଣା ଥାନା ଅନ୍ତର୍ଗତ ବନ୍ଦଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡି ଗଛ ଉପରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପଂହଚି କାର ଭିତରୁ ଚାଳକକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏକ ବଡ ଦୁର୍ଘଟଣାରୁ ଚାଳକ ଜଣକ ବର୍ତି ଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ