ଅନଲାଇନ ବେଟିଂ ଆପ୍ ମାମଲାରେ ରବିନ ଉତ୍ଥାପା, ଯୁବରାଜ ସିଂ ଓ ସୋନୁ ସୁଦଙ୍କୁ ଇଡିର ନୋଟିସ
ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- ପ୍ରବର୍ତ୍ତନ ନିର୍ଦେଶାଳୟ ପୂର୍ବତନ କ୍ରିକେଟର୍ ରବିନ ଉଥପ୍ପା, ଯୁବରାଜ ସିଂହ୍ ଓ ଅଭିନେତା ସୋନୁ ସୁଦଙ୍କୁ ବେଆଇନ ଅନଲାଇନ୍ ସଟ୍ଟା ଆପ୍‌ ସହିତ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ପଚାରାଉଚାର ପାଇଁ ସମନ୍ କରିଛି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସି
ଅନଲାଇନ ବେଟିଂ ଆପ୍     ମାମଲାରେ ରବିନ ଉତ୍ଥାପା, ଯୁବରାଜ ସିଂ ଓ ସୋନୁ ସୁଦଙ୍କୁ ଇଡିର ନୋଟିସ


ନୂଆଦିଲ୍ଲୀ, 16 ସେପ୍ଟେମ୍ବର (ହି.ସ.)- ପ୍ରବର୍ତ୍ତନ

ନିର୍ଦେଶାଳୟ ପୂର୍ବତନ କ୍ରିକେଟର୍ ରବିନ ଉଥପ୍ପା, ଯୁବରାଜ ସିଂହ୍ ଓ ଅଭିନେତା ସୋନୁ ସୁଦଙ୍କୁ ବେଆଇନ ଅନଲାଇନ୍ ସଟ୍ଟା

ଆପ୍‌ ସହିତ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ପଚାରାଉଚାର ପାଇଁ ସମନ୍ କରିଛି।

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି

ଅନଲାଇନ୍ ବେଟିଂ ଆପ୍‌ 1xବେଟ୍ସହିତ ସଂପୃକ୍ତ ଏକ ମାମଲାରେ ମନିଲଣ୍ଡରିଂ ନିବାରଣ ଅଧିନିୟମ, 2002 (ପିଏମଏଲଏ) ଅନୁସାରେ ପରବର୍ତ୍ତୀ ସପ୍ତାହରେ ପଚାରାଉଚାର କରିବା ପାଇଁ ରବିନ

ଉଥପ୍ପାଙ୍କୁ 22 ସେପ୍ଟେମ୍ବର, ଯୁବରାଜ ସିଂଙ୍କୁ 23 ସେପ୍ଟେମ୍ବର, ସୋନୁ ସୂଦଙ୍କୁ 24

ସେପ୍ଟେମ୍ବରରେ ହାଜର ହେବାକୁ କୁହାଯାଇଛି। ଏହି ମାମଲା ଯାଂଚ ଅନ୍ତର୍ଗତ ଗତ କିଛି ସପ୍ତାହରେ ଇଡି

ପୂର୍ବତନ କ୍ରିକେଟର୍ ସୁରେଶ ରୈନା ଓ ଶିଖର ଧାୱନଙ୍କୁ ମଧ୍ୟ ପଚରାଉଚରା କରିଛି । ସୋମବାର ଦିନ

ଏହି ମାମଲାରେ ପୂର୍ବ ଟିଏମସିସାଂସଦ ଓ ଅଭିନେତ୍ରୀ ମିମି ଚକ୍ରବର୍ତୀଙ୍କ ବୟାନ ମଧ୍ୟ ରେକର୍ଡ

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande