ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଏକ୍ ପେଡ଼୍ ମାଁ କେ ନାମ୍ ୨.୦ ର ଅଂଶସ୍ୱରୂପ (ବୁଧବାର) ସକାଳ ୯:୩୦ ରେ ଡେରାସ୍ ଉଦ୍ୟାନ କୃଷି ଫାର୍ମରେ ୧୫୦୦ ବୃକ୍ଷରୋପଣ କରାଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୋଟ ୨୩ ଲକ୍ଷ ବୃକ୍ଷ ରୋପଣ ରାଜ୍ୟବ୍ୟାପୀ କରାଯିବ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଓ ଅନ୍ୟ କୃଷି ଅଧିକାରୀମାନେ ସାମିଲ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ