ଭୁବନେଶ୍ୱର,17 ସେପ୍ଟେମ୍ବର (ହି.ସ.)- ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟରେ ମହିଳାଙ୍କ ପ୍ରତି
ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ଆଜି (ବୁଧବାର) ଡିସିପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ।
ଏଥିରେ ସମସ୍ତ କର୍ପୋରେଟର, ସରପଂଚ, ସମିତି
ସଭ୍ୟ, ଜିଲ୍ଲା
ପରିଷଦ, ସାଂଗଠନିକ
ପଦାଧିକାରୀ,ମହିଳା ମାନେ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ