କେନ୍ଦୁଝର, ୧୮ ସେପ୍ଟେମ୍ବର(ହି.ସ.) – ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ଧରଣୀଧର ବିଶ୍ୱବିଦ୍ୟାଳୟରେ ଉଭୟ +୨ ଏବଂ +୩ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ +୩ କ୍ୟାମ୍ପସ୍ ୟୁନିଟର ସଭାପତି ଭାବେ ଶାଶ୍ୱତ ତ୍ରିପାଠୀ ତଥା ଉପସଭାପତି ଭାବେ ଅନୁପମା ନାୟକ, ଶୁଭମ୍ ମିଶ୍ର, ରଶ୍ମୀରଞ୍ଜନ ନାୟକ,ଲିପ୍ସାରାଣୀ ମହାନ୍ତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। କ୍ୟାମ୍ପସ୍ ୟୁନିଟ୍ ସମ୍ପାଦକ ଭାବରେ ସୋହନ୍ ବୋଇତୀ ଏବଂ ସହ ସମ୍ପାଦକ ଭାବେ ଓମ୍ ପ୍ରକାଶ ପାତ୍ର, ରାକେଶ ସେଠୀ , ସିପୁନ ନାୟକ, ଝୁନୁ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। କ୍ୟାମ୍ପସ୍ ଝୠଝ ପ୍ରମୁଖ ଭାବରେ ସ୍ନେହାଶିଷ ମହାନ୍ତି, ସ୍ପନ୍ଦନ ଆଚାର୍ଯ୍ୟ କ୍ୟାମ୍ପସ ଏସ୍ ଏଫ୍ ଡି ପ୍ରମୁଖ ଭାବେ ରୋହିତ କୁମାର ନାୟକ,ଆଲୋକ ଜ୍ୟୋତି ମହାପାତ୍ର, କ୍ୟାମ୍ପସ ଆର୍କେଏମ ପ୍ରମୁଖ ଭାବେ ଶ୍ରାବଣୀ ଦ୍ୱିବେଦୀ, ହରପ୍ରିୟା ମହାନ୍ତ , କ୍ୟାମ୍ପସ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସୁମିତ ନାୟକ, ତୁଷାର ରଞ୍ଜନ ସାମଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ୟାମ୍ପସ ସିଡିଡି ଆୟୁଷା ପଟ୍ଟନାୟକ, କ୍ୟାମ୍ପସ ସ୍ପୋର୍ଟସ ସଂଯୋଜକ ଭାବେ ସୁଜିତ କୁମାର ମହାନ୍ତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ଧରଣୀଧର ବିଶ୍ୱବିଦ୍ୟାଳୟର ଫକୀରମୋହନ ଛାତ୍ରାବାସ ପ୍ରମୁଖ ଜ୍ଞାନେଶ୍ୱର ମହାନ୍ତ, ଗୋପବନ୍ଧୁ ଛାତ୍ରାବାସ ପ୍ରମୁଖ ଅମୂଲ୍ୟ ବାରିକ ଏବଂ କ୍ୟାମ୍ପସ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ଦେବିପ୍ରସାଦ ପାତ୍ର, ପ୍ରମିତ୍ କୁମାର ଲେଙ୍କା, ଜ୍ୟୋତିର୍ମୟୀ ମହାନ୍ତ, ଖିତେଶ ବେହେରା, ଯାଜ୍ଞସେନି ମହାକୁଡ ଏବଂ ଜଗନ୍ନିବାସ ପଣ୍ଡା, ସ୍ମୃତିରଞ୍ଜନ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। +୨ କ୍ୟାମ୍ପସ କାର୍ଯ୍ୟକାରିଣୀ ଶାଖାର ସଭାପତି ଭାବେ ଦେବ୍ କୁମାର ବାରିକ କ୍ୟାମ୍ପସ ଉପସଭାପତି ଭାବେ ଶେଖର ସେଠୀ, ଦେବାଶିଷ ମଣ୍ଡଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। କ୍ୟାମ୍ପସ ସମ୍ପାଦକ ଭାବେ ସିତୁନ୍ ପଲେଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି। କ୍ୟାମ୍ପସ କାର୍ଯ୍ୟକାରିଣୀ ଶାଖାର ସଦସ୍ୟ ଭାବେ ସାମ୍ପ୍ରତିକା ସାହାଣି, ଉଷାରାଣୀ ନାଥ ଏବଂ ମନିଷା ୍େୱଜ୍ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ୱରାଜ କେତନ ମହାନ୍ତ, ବିଭାଗ ସହ ସଂଯୋଜକ ଚିନ୍ମୟ କୁମାର ବାରିକ, ଜିଲ୍ଲା ଏସ୍ଏଫ୍ଏସ୍ ପ୍ରମୁଖ ଜ୍ଞାନେଶ୍ୱର ମହାନ୍ତ ତଥା ଜିଲ୍ଲା ସଂଗଠନ ମନ୍ତ୍ରୀ ଆଶୁତୋଷ ମହାରଣା ଏବଂ ଜ୍ୟୋତିରଞ୍ଜନ ନାଥ, କୌସ୍ତୁଭୁ କିରଣ ମାନସିଂ, ସମୀର କୁମାର ବାରିକ ତଥା ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA