ଫିଲାଟେଲି ଓ ଡାକ ବିଭାଗର ମିଳିତ ବୈଠକ
କେନ୍ଦୁଝର, 18 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ବିଭାଗର ବିଭାଗର ଡାକ ଅଧ୍ବକ୍ଷଙ୍କ ପ୍ରକୋଷ୍ଠ ଡାକଟିକଟ ସଂଗ୍ରହକାରୀ (ଫିଲାଟେଲି) ସଂଘ ବିଭାଗର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାସ୍ତରୀୟ ଡାକଟିକଟ ପ୍ରଦର୍ଶନୀ ୨୦୨୫ ନଭେମ୍ବର ୮ ଏବଂ ୯ ତାରିଖରେ ମାସରେ କେନ୍ଦୁଝରରେ ଆୟୋଜନ କରାଯିବ।
ଫିଲାଟେଲି ଓ ଡାକ ବିଭାଗର ମିଳିତ ବୈଠକ


କେନ୍ଦୁଝର, 18 ସେପ୍ଟେମ୍ବର (ହି.ସ.)

କେନ୍ଦୁଝର ବିଭାଗର ବିଭାଗର ଡାକ ଅଧ୍ବକ୍ଷଙ୍କ ପ୍ରକୋଷ୍ଠ ଡାକଟିକଟ ସଂଗ୍ରହକାରୀ (ଫିଲାଟେଲି) ସଂଘ ବିଭାଗର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାସ୍ତରୀୟ ଡାକଟିକଟ ପ୍ରଦର୍ଶନୀ ୨୦୨୫ ନଭେମ୍ବର ୮ ଏବଂ ୯ ତାରିଖରେ ମାସରେ କେନ୍ଦୁଝରରେ ଆୟୋଜନ କରାଯିବ। ସୁପରିଣ୍ଟେଣ୍ଡେଣ୍ଟ ଭଗବାନ ନାଏକ, ଫିଲାଟେଲି ଆସୋସିଏସନର ସଭାପତି ଅକ୍ଷୟ ନାଏକ, ଡକ୍ଟର ସନ୍ଦୀପ ପଟ୍ଟନାୟକ, ସରିତା ନାୟକ, ଦେବାଶିଷ ପତି, ଡକ୍ଟର ସଞ୍ଜିବ ଓତା ଏବଂ କେନ୍ଦୁଝର ପୋଷ୍ମାଲ ଡିଭିଜନର ର ମିଶାନ ସିଂ, ଭୁଇକ୍ ମିତ୍ର, ପୀତବାସ ଖମାରୀ, ମୁକୁନ୍ଦ ପାତ୍ର, ବିବେକ ପ୍ରଧାନ ପ୍ରଧାନ ଏବଂ ମୃତ୍ୟୁଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗଠକ ଡକ୍ଟର ସନ୍ଦୀପ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପ୍ରଦର୍ଶନୀ ପଇଁ ୩/ ୪ ଟି ସ୍ବତନ୍ତ୍ର କଭର ଉଦଘାଟନ କରାଯିବ ଏବଂ ଗୋଟିଏ ସାଇକେଲ ଗାଲି ଆୟୋଜନ କରାଯିବ । ଡାକଟିକଟ ସଂଗ୍ରହ କାର୍ଯ୍ୟକଳାପରେ ଅଗ୍ରହୀ ବ୍ୟକ୍ତିମାନେ ପ୍ରଦର୍ଶନୀରେ ଅଂଶଗ୍ରହଣ ଶଗ୍ରହଣ କରିପାରିବେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande