ପିତ୍ତଳ ପଞ୍ଚାୟତ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଞ୍ଜାମ, 18 ସେପ୍ଟେମ୍ବର (ହି.ସ.) ଗଞ୍ଜାମ ଜିଲ୍ଲା ‌ପିତଳ ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ‌ ଜୟନ୍ତି‌ ଉତ୍ସଵ ଅବସରରେ ପିତଳ ପଞ୍ଚାୟତରେ ବ୍ୟାପକ ଵୃକ୍ଷରୋପଣ କରାଯାଇଛି। ପିତଳ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ପିଓ ପ୍ରଦ୍ୟୁମ୍ନ
ପିତ୍ତଳ ପଞ୍ଚାୟତ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଗଞ୍ଜାମ, 18 ସେପ୍ଟେମ୍ବର (ହି.ସ.)

ଗଞ୍ଜାମ ଜିଲ୍ଲା ‌ପିତଳ ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ‌ ଜୟନ୍ତି‌ ଉତ୍ସଵ ଅବସରରେ ପିତଳ ପଞ୍ଚାୟତରେ ବ୍ୟାପକ ଵୃକ୍ଷରୋପଣ କରାଯାଇଛି। ପିତଳ ପଞ୍ଚାୟତ ସରପଞ୍ଚ ରାମରାଘବ ପାତ୍ର, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ପିଓ ପ୍ରଦ୍ୟୁମ୍ନ ଦାସଙ୍କ ସମେତ ବହୁ ନେତୃବୃନ୍ଦ, ଶିକ୍ଷା ବିତ, ମହିଳା ଓଯୁବବର୍ଗ ଏଥିରେ ଯୋଗ ଦେଇ ପିତଳ ପଞ୍ଚାୟତରେ ପିତଳ ହାଇସ୍କୁଲ, କୁନ୍ତୀ ଦେବୀ ଶିଶୁ ମନ୍ଦିର, ପିତଳ ମେରୁ(ଡେରା)ବନ୍ଧ,ଲଙ୍ଘାବନ୍ଧ ପିତଳ କଲେଜ ପରିସରରେ ବୃକ୍ଷରୋପଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande