ଭୁବନେଶ୍ୱରରେ ପହଂଚିଲେ ସହପ୍ରଭାରୀ ଲତା ଉସେଣ୍ଡି
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.) - ବିଜେପି ରାଷ୍ଟ୍ରୀୟ ସହପ୍ରଭାରୀ ଲତା ଉସେଣ୍ଡି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଲତା ଉସେଣ୍ଡି । ---------------
ଭୁବନେଶ୍ୱରରେ ପହଂଚିଲେ     ସହପ୍ରଭାରୀ ଲତା ଉସେଣ୍ଡି


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)

- ବିଜେପି ରାଷ୍ଟ୍ରୀୟ

ସହପ୍ରଭାରୀ ଲତା ଉସେଣ୍ଡି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିଜେପି ରାଜ୍ୟ

କାର୍ଯ୍ୟାଳୟରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ଲତା ଉସେଣ୍ଡି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande