ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ବିଧାନସଭା
ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ । ସମଗ୍ର ଦେଶରେ ଚାଲିଛି ମାଆ କେ ନାମ ଏକ ପେଡ 2.0
କାର୍ଯ୍ୟକ୍ରମ । ଏହି କ୍ରମରେ ବିଧାନସଭାରେ ମଧ୍ୟ
ଆୟୋଜିତ ହୋଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ,
ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଧାୟକ ମାନେ କରିଛନ୍ତି ବୃକ୍ଷରୋପଣ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା