ପ୍ରାଚୀନ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବେ ସରକାର
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ଦୁର୍ଗାପୂଜା ଉପଲକ୍ଷେ ପ୍ରାଚୀନ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବେ ସରକାର । ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ନିଜ ଜିଲ୍ଲାର ମେଢ଼ ଗୁଡ଼ିକର ବର୍ଷ ଅନୁସାରେ ବିବରଣୀ ପ୍ର
ପ୍ରାଚୀନ ଦୁର୍ଗାମେଢ଼କୁ     ଆର୍ଥିକ ଅନୁଦାନ ଦେବେ ସରକାର


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ଦୁର୍ଗାପୂଜା

ଉପଲକ୍ଷେ ପ୍ରାଚୀନ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବେ ସରକାର । ଓଡିଆ ଭାଷା ସାହିତ୍ୟ

ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ନିଜ ଜିଲ୍ଲାର ମେଢ଼

ଗୁଡ଼ିକର ବର୍ଷ ଅନୁସାରେ ବିବରଣୀ ପ୍ରସ୍ତୁତ କରାଯିବ ଓ ୨ ଦିନ ମଧ୍ୟରେ ଏହାର ତାଲିକା ପ୍ରସ୍ତୁତ

କରାଯିବ । ଯେଉଁ ଜିଲ୍ଲାରେ ୫୦ ବର୍ଷରୁ ଉର୍ଦ୍ଧ ପୁରୁଣା ମେଢ଼ ନଥିବ ସେଠାରେ ସର୍ବପୁରାତନ ୨ ଟି

ମେଢ଼ର ବିବରଣୀ ଦେବାକୁ ସୂଚନା କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande