ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଛୋଟ ଓ ବଡ ଯାନବାହାନ ପାଇଁ ଏକତରଫା ଖୋଲିଲା
ଜମ୍ମୁ, 22 ସେପ୍ଟେମ୍ବର (ହି.ସ.) - ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସୋମବାର ଦିନ ଛୋଟ ଓ ବଡ଼ ଯାନବାହନ ପାଇଁ କେବଳ ଗୋଟିଏ ପଟରୁ ଖୋଲାଯାଇଛି। ସୂଚନା ଅନୁସାରେ, ଆଜି ଛୋଟ ଓ ବଡ଼ ଯାନବାହନକୁ କେବଳ ଶ୍ରୀନଗରରୁ ଜମ୍ମୁ ଦିଗକୁ ଯିବାକୁ ଅନୁମତି ଦିଆଯାଇଛି। ଛୋଟ ଯାନ
ଜମ୍ମୁ-ଶ୍ରୀନଗର ଜାତୀୟ     ରାଜପଥ ଛୋଟ ଓ ବଡ ଯାନବାହାନ ପାଇଁ ଏକତରଫା ଖୋଲିଲା


ଜମ୍ମୁ, 22 ସେପ୍ଟେମ୍ବର (ହି.ସ.)

- ଜମ୍ମୁ-ଶ୍ରୀନଗର

ଜାତୀୟ ରାଜପଥ ସୋମବାର ଦିନ ଛୋଟ ଓ ବଡ଼ ଯାନବାହନ ପାଇଁ କେବଳ ଗୋଟିଏ ପଟରୁ ଖୋଲାଯାଇଛି। ସୂଚନା

ଅନୁସାରେ,

ଆଜି ଛୋଟ ଓ ବଡ଼ ଯାନବାହନକୁ କେବଳ ଶ୍ରୀନଗରରୁ ଜମ୍ମୁ ଦିଗକୁ ଯିବାକୁ

ଅନୁମତି ଦିଆଯାଇଛି। ଛୋଟ ଯାନବାହନକୁ ସକାଳ 7ଟାରୁ 10ଟା ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି

ମିଳିଛି,

ତାପରେ ବଡ଼ ଯାନବାହନ ଯାଉଛନ୍ତି ।

ଏହି ନି୍ପତି ସାବଧାନତା

ପୂର୍ବକ ଗ୍ରହଣ କରାଯାଇଛି, କାରଣ ରାସ୍ତା କିଛି ସ୍ଥାନରେ କ୍ଷତିଗ୍ରସ୍ତ

ହୋଇଛି । ରାଜମାର୍ଗକୁ ପୂର୍ଣ୍ଣ ଭାବେ ପୁନଃସ୍ଥାପନ କରିବାକୁ ଆଉ କିଛି ଦିନ ଲାଗିପାରେ। ଏହିଥିରେ, ଏସଏସଜିରୋଡ଼ ଓ ମୁଗଲ ରୋଡ଼ ଯାନବାହନ ଚଳାଚଳ ପାଇଁ ଖୋଲା ରହିଛି। ମୁଗଲ

ରୋଡ଼ରେ ଛୋଟ ଯାନବାହନ ଦୁଇଦିଗରୁ ଯାଉଛି ।ବଡ଼ ଯାନବାହନକୁ ଆଜି ପୁଞ୍ଛ ଠାରୁ ଶୋପିଆନ୍ ଦିଗକୁ ଛଡାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande