ଗ୍ୱୌହାଟୀ, 23 ସେପ୍ଟେମ୍ବର (ହି.ସ.)
- ଲୋକପ୍ରିୟ
ଗାୟକ ଜୁବିନ ଗର୍ଗଙ୍କ ଅନ୍ତିମ ସଂସ୍କାର ଆଜି ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ କରାଯିବ। ତାଙ୍କର
ପାର୍ଥିବ ଶରୀରକୁ ସରୁସଜାଇରୁ କିଛି ସମୟ ପରେ ସୋନାପୁରକୁ ନିଆଯିବ, ଯେଉଁଠି ତାଙ୍କ ଦାହସଂସ୍କାର ହେବ। କିଛି ଘଣ୍ଟା ମଧ୍ୟରେ ଜୁବିନ ଗର୍ଗ
ପଞ୍ଚତତ୍ତ୍ୱରେ ବିଲୀନ ହେଯିବେ।
ଏହି
ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ସମ୍ପନ୍ନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ
କୁହାଯାଇଛି , ଯାହା ରାଜ୍ୟର ଏହି ମହାନ ତାରକାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା