ବେଆଇନ ବେଟିଂ ଆପ୍ ସହିତ ଜଡିତ ମନିଲଣ୍ଡରିଂ ମାମଲାରେ ଇଡି ନିକଟରେ ହାଜର ହେଲେ ସୋନୁ ସୁଦ
ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ବଲିଉଡ୍ ଅଭିନେତା ସୋନୁ ସୂଦ ବୁଧବାର ଦିନ ବେଆଇନ ଅନଲାଇନ୍ ସଟ୍ଟା ଆପ୍ (‘ୱନ୍xବେଟ୍’) ସହିତ ସଂପୃକ୍ତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି । ଔପଚାରିକ ସୂତ୍ର ମୁତାବକ, ୫୨ ବର୍ଷୀୟ ଅଭିନ
ବେଆଇନ ବେଟିଂ ଆପ୍ ସହିତ     ଜଡିତ ମନିଲଣ୍ଡରିଂ ମାମଲାରେ ଇଡି ନିକଟରେ ହାଜର ହେଲେ ସୋନୁ ସୁଦ


ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ବଲିଉଡ୍

ଅଭିନେତା ସୋନୁ ସୂଦ ବୁଧବାର ଦିନ ବେଆଇନ ଅନଲାଇନ୍ ସଟ୍ଟା ଆପ୍ (‘ୱନ୍xବେଟ୍’) ସହିତ ସଂପୃକ୍ତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ

ହାଜର ହୋଇଛନ୍ତି ।

ଔପଚାରିକ ସୂତ୍ର ମୁତାବକ,

୫୨ ବର୍ଷୀୟ ଅଭିନେତା ସୋନୁ ସୂଦ ଦ୍ୱିପ୍ରହର ୧୨ଟା ଭିତରେ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ତଦନ୍ତ

ଏଜେନ୍ସିର କାର୍ଯ୍ୟାଳୟରେ ପହଞ୍ଚିଥିଲେ।

କେନ୍ଦ୍ରୀୟ ତଦନ୍ତ

ଏଜେନ୍ସି ଏହି ମାମଲାରେ ପୂର୍ବରୁ ପୂର୍ବତନ କ୍ରିକେଟ ଖେଳାଳି ସୁରେଶ ରେନା, ଶିଖର ଧବନ, ରବିନ ଉଥପ୍ପା ଓ ଯୁବରାଜ

ସିଂହଙ୍କ ସହିତ ଟିଏମସିର ପୂର୍ବତନ ଏମପି ଏବଂ ଅଭିନେତ୍ରୀ ମିମି ଚକ୍ରବର୍ତୀ ଓ ବଙ୍ଗାଳୀ

ଅଭିନେତା ଅଙ୍କୁଶ ହାଜରାଙ୍କୁ ପଚାରାପଚାର କରିଛି। ଇଡିମଙ୍ଗଳବାର ଦିନ ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଏହି

ମାମଲାରେ ପ୍ରାୟ ୭ ଘଣ୍ଟା ଧରି ପଚାରଉଚରା କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande