ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଆସନ୍ତାକାଲି (ଶନିବାର) ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଆସନ୍ତାକାଲି ଓଟିଇଟି ପରୀକ୍ଷା ନେଇ ସମସ୍ତ ପ୍ରକାର ସୁବିଧା ହୋଇଛି। ପରୀକ୍ଷାର୍ଥୀ କିଭଳି ସ୍ୱଚ୍ଛତା ସହ ପରୀକ୍ଷା ଦେବେ ସେ ନେଇ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଯେଉଁମାନେ ପରୀକ୍ଷାର୍ଥୀ ଅଛନ୍ତି ସେମାନଙ୍କ ପରୀକ୍ଷା କିଭଳି ସୂଚାର ରୂପେ ପରିଚାଳନା କରାଯିବ ତାର ବ୍ୟବସ୍ଥା କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା