ଷଡଙ୍ଗୀ ଠାରେ ଶତାବ୍ଦୀ ଉଦଘାଟନୀ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ଆଜି ଚମ୍ପୁଆ ଖଣ୍ଡ ଷଡଙ୍ଗି ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତାବ୍ଦୀ ସମାରୋହ ଆୟୋଜିତ ହୋଇ ଯାଇଛି। ସ୍ଥାନୀୟ ଶିରିକୁଆଁ ଶାଖା ପଡ଼ିଆରେ ଉଦଘାଟନୀ ଉତ୍ସବ ପାଳିତ କରଯାଇଛି । ଏହି ଅବସରରେ ଶତାଧିକ ସ୍ଵୟଂ ସେବକ ଯୋଗଦେଇଥିଲେ।
ଷଡଙ୍ଗୀ ଠାରେ ଶତାବ୍ଦୀ ଉଦଘାଟନୀ ଉତ୍ସବ ଅନୁଷ୍ଠିତ


କେନ୍ଦୁଝର, 26 ସେପ୍ଟେମ୍ବର (ହି.ସ.) ଆଜି ଚମ୍ପୁଆ ଖଣ୍ଡ ଷଡଙ୍ଗି ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତାବ୍ଦୀ ସମାରୋହ ଆୟୋଜିତ ହୋଇ ଯାଇଛି। ସ୍ଥାନୀୟ

ଶିରିକୁଆଁ ଶାଖା ପଡ଼ିଆରେ ଉଦଘାଟନୀ ଉତ୍ସବ ପାଳିତ କରଯାଇଛି । ଏହି ଅବସରରେ ଶତାଧିକ ସ୍ଵୟଂ ସେବକ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande