ବାଙ୍କ ବିଜାରେ ଚୋରି
ଜୟପୁର, ୨୭ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାରେ ଜୋରି ହୋଇଛି । ଏନେଇ ଆଜି ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାର ପ୍ରକାଶ ଦୋରା ଲିଖିତ ଅଭିଯୋଗ କରିଥିଲେ ।
ବାଙ୍କ ବିଜାରେ ଚୋରି


ଜୟପୁର, ୨୭ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାରେ ଜୋରି ହୋଇଛି । ଏନେଇ ଆଜି ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାର ପ୍ରକାଶ ଦୋରା ଲିଖିତ ଅଭିଯୋଗ କରିଥିଲେ । ଗତ ରାତ୍ରରେ ଘରେ କେହି ନଥିବା ର ସୁଯୋଗ ନେଇ ଦୁର୍ବୁତମାନେ ଘରର ତାଲା ଭାଙ୍ଗି ଫ୍ରିଜ, ଖଟ, ଗ୍ୟାସ ସୁଚନା, ଫ୍ୟାନ, ବିଦ୍ୟୁତ ତାର ଆଦି ଚୋରି କରି ନେଇଛନ୍ତି । ଏନେଇ ପାଖ ଘର ଲୋକେ ସୁଚନା ଦେବା ପରେ ଆସି ଦେଖିଲା ବେଳେ ଘର ତାଲା ଭାଙ୍ଗି ଦୁର୍ବୁତମାନେ ଚୋରି କରିଥିବା ଜାଣିଥିଲେ । ଏନେଇ ପୋଲିସ ସାଇଂଟିଫିକ ଟିମ ତଦନ୍ତ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande