କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା ପରେ, ଢେଂକିକୋଟରେ ସ୍ୱାଗତ ପର୍ବ
କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.) ଅଲ ଇଣ୍ଡିଆ କଂଗ୍ରେସ କମିଟି, ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ, ଏମ ପି,ଓଡିଶା ରାଜ୍ୟରେ ବାଇଶି ଜଣ କଂଗ୍ରେସ ସଭାପତି ଙ୍କ ନାମ ଘୋଷଣା ପରେ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଭାବେ, ମନୋଜ କୁମାର ଜେନା ଙ୍କ ନାମ ମଧ୍ୟ୍ୟ ରହିଛି, ମନୋଜ କୁମାର ଜେନା
କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା ପରେ, ଢେଂକିକୋଟରେ ସ୍ୱାଗତ ପର୍ବ


କେନ୍ଦୁଝର, 27 ସେପ୍ଟେମ୍ବର (ହି.ସ.)

ଅଲ ଇଣ୍ଡିଆ କଂଗ୍ରେସ କମିଟି, ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ, ଏମ ପି,ଓଡିଶା ରାଜ୍ୟରେ ବାଇଶି ଜଣ କଂଗ୍ରେସ ସଭାପତି ଙ୍କ ନାମ ଘୋଷଣା ପରେ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଭାବେ, ମନୋଜ କୁମାର ଜେନା ଙ୍କ ନାମ ମଧ୍ୟ୍ୟ ରହିଛି, ମନୋଜ କୁମାର ଜେନା ଙ୍କ ନିଯୁକ୍ତି ପରେ କଂଗ୍ରେସ କର୍ମୀ ଜିଲ୍ଲା ରେ ଉତ୍ସାହ ଥିବା ବେଳେ, ଆଜି ଢେଂକିକୋଟ ଶନିବାର ସାପ୍ତାହିକ ହାଟ ଥିବା ବେଳେ ସନ୍ଧ୍ୟା ରେ ଯୁବ କଂଗ୍ରେସ ସଂଗଠକ,ରଂଜିତ କୁମାର ଜେନା (ଲୁଲୁ )ଙ୍କ ନେତୃତ୍ୱ ରେ ବଜାର ରେ କର୍ମୀ ମାନେ ଜିଲ୍ଲା ର ଯୁବ ସଭାପତି ଚୟନ କୁ ନେଇ ଉତ୍ସବ ମନାଇ ଆତସବଜି ଫୁଟାଇ ସ୍ୱାଗତ କରା ଯାଇଛି, ମିଠା ବାଣ୍ଟିବା ଦେଖା ଯାଇଥିଲା, ସ୍ଥାନୀୟ କର୍ମୀ ଓ ସଙ୍ଗଠକ ମଧ୍ୟରେ, ଜୁଲ ଫିକର ଅଲି ଭୁଟୋ, ରବୀନ୍ଦ୍ର ନାୟକ, ଅରୁଣ ରଣା, ବ୍ରଜବନ୍ଧୁ ମହାନ୍ତି, ବିଶ୍ୱନାଥ ନାଏକ,ଶରତ ନାଏକ, ଅନିଲ ଭିତିରିଆ ପ୍ରମୁଖ ଉପସ୍ଥିତ ଥିଲେ, କଂଗ୍ରେସ କର୍ମୀ ମଧ୍ୟରେ ଉତ୍ସାହ ବଢିଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande