ଦେଶୀ ମଦ ଚାଲାଣ, ଜଣେ ଗିରଫ
ଜୟପୁର, 27 ସେପ୍ଟେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଗଢିଆ ଧୋବା ସାହିର ସୁରେଶ ଚନ୍ଦ୍ର ନାୟକ । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଗୋଢିଆ ଧୋବା ସାହିରେ ଚଢାଉ କରି ୬.୩ ଲିଟର ଦେଶି ମଦ ଜବତ
ଦେଶୀ ମଦ ଚାଲାଣ, ଜଣେ ଗିରଫ


ଜୟପୁର, 27 ସେପ୍ଟେମ୍ବର (ହି.ସ.)

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଗଢିଆ ଧୋବା ସାହିର ସୁରେଶ ଚନ୍ଦ୍ର ନାୟକ । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଗୋଢିଆ ଧୋବା ସାହିରେ ଚଢାଉ କରି ୬.୩ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande