ଗଞାମ, ୨୭ ସେପ୍ଟେମ୍ବର (ହି.ସ.)- ଦୀର୍ଘ ଦେଢବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଡେପୁଟେସନରେ ରହି ପିତ୍ତଳ ନୂତନ ପିଏଚସିର ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି କାର୍ଯ୍ୟ କରି ତାକଂର ପୂର୍ବ ସ୍ଥାନ ପାତ୍ରପୁର ହସପିଟାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ପିତଳରେ ଥିବା ସମୟରେ ରୋଗୀଙ୍କ ମହଲରେ ଓ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ପିତଳ ହସପିଟାଲରେ କିରଣ ଶବର ଫାର୍ମାସିଷ୍ଟ ରୂପେ ନିଯୁକ୍ତି ପାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ