ଆଜି ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମେଳନ-୨୦୨୫ର ଉଦଘାଟନ କରିବେ ପ୍ରଧାନ ବିଚାରପତି
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) - ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମେଳନ-୨୦୨୫ ଆଜି ସନ୍ଧ୍ୟା ୬.୩୦ରେ ଲୋକସେବା ଭବନ, କନଭେନସନ ସେଣ୍ଟରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ବି. ଆର୍. ଗାଭାଇଙ୍କ ଦ୍ୱାରା ଉଦ୍‌ଘାଟିତ ହେବ। ଓଡ଼ିଶାର
ଆଜି ଦ୍ୱିତୀୟ     ଜାତୀୟ ମଧ୍ୟସ୍ଥତା ସମ୍ମେଳନ-୨୦୨୫ର ଉଦଘାଟନ କରିବେ ପ୍ରଧାନ ବିଚାରପତି


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)

- ଦ୍ୱିତୀୟ

ଜାତୀୟ ମଧ୍ୟସ୍ଥତା ସମ୍ମେଳନ-୨୦୨୫ ଆଜି ସନ୍ଧ୍ୟା ୬.୩୦ରେ ଲୋକସେବା ଭବନ, କନଭେନସନ ସେଣ୍ଟରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର

ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ବି. ଆର୍. ଗାଭାଇଙ୍କ ଦ୍ୱାରା ଉଦ୍‌ଘାଟିତ ହେବ। ଓଡ଼ିଶାର

ମହାମହିମ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ

ମାଝୀ ଅତିଥି ଭାବେ ଯୋଗଦାନ କରିବେ I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande