
ପୂର୍ବୀ ଚମ୍ପାରଣ, ୨୮ ସେପ୍ଟେମ୍ବର(ହି.ସ.) – ବିହାରରେ ଭାରତ-ନେପାଳ ସୀମା ସ୍ଥିତ ରକ୍ସୌଲ - ବୀରଗଞ୍ଜ ମୈତ୍ରୀ ପୁଲ୍ ପାଖରେ ପୁଣିଥରେ ଅବୈଧ ଅନୁପ୍ରବେଶ ଉଦ୍ୟମକୁ ଆବଜନ ଅଧିକାୀମାନେ ପଣ୍ଡ କରି ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ଦିନ ମଧ୍ୟରାତ୍ରୀରେ ଆବଜନ ଯାଂଚ ସମୟରେ ଅଧିକାରୀମାନେ ଏକ ବିଦେଶୀ ନାଗରିକଙ୍କୁ ଧରିଛନ୍ତି , ଯାହାର ପରିଚୟ ଫଟୋ ଡି.ଆଇୱରୀ(ଆଇୱରି କୋଷ୍ଟ) ନିବାସୀ କୌଆଡିୟୋ କୌଆସୀ ଜେରୋମ(୪୪ବର୍ଷ) ରୂପେ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି