ଔଷଧ ଏବଂ କ୍ଲିନିକାଲ୍ ପରୀକ୍ଷଣ ନିୟମରେ ହେବ ସଂଶୋଧନ ,ପ୍ରକ୍ରିୟା ସରଳ କରାଯିବ
ନୂଆଦିଲ୍ଲୀ, 3 ସେପ୍ଟେମ୍ବର(ହି.ସ)- ଔଷଧ ଏବଂ କ୍ଲିନିକାଲ୍ ଗବେଷଣା କ୍ଷେତ୍ରରେ ନିୟାମକ ଅନୁପାଳନକୁ ସରଳ କରିବା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଔଷଧ ଏବଂ କ୍ଲିନିକାଲ୍ ପରୀକ୍ଷଣ ନିୟମ, 2019 ସଂଶୋଧନ କରିବା
ଔଷଧ ଏବଂ କ୍ଲିନିକାଲ୍ ପରୀକ୍ଷଣ ନିୟମରେ ହେବ ସଂଶୋଧନ ,ପ୍ରକ୍ରିୟା ସରଳ କରାଯିବ


ନୂଆଦିଲ୍ଲୀ, 3 ସେପ୍ଟେମ୍ବର(ହି.ସ)- ଔଷଧ ଏବଂ କ୍ଲିନିକାଲ୍ ଗବେଷଣା କ୍ଷେତ୍ରରେ ନିୟାମକ

ଅନୁପାଳନକୁ ସରଳ କରିବା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଔଷଧ

ଏବଂ କ୍ଲିନିକାଲ୍ ପରୀକ୍ଷଣ ନିୟମ, 2019 ସଂଶୋଧନ କରିବାକୁ

ଯାଉଛି। ପ୍ରସ୍ତାବିତ ସଂଶୋଧନଗୁଡ଼ିକ 28 ଅଗଷ୍ଟ 2025 ରେ ଭାରତର ଗେଜେଟରେ

ପ୍ରକାଶିତ ହୋଇଥିଲା ଏବଂଏହି ସଂଶୋଧନର ଉଦ୍ଦେଶ୍ୟ ଟେଷ୍ଟ ଲାଇସେନ୍ସଏବଂ ବାୟୋଅବେଲେବିଲିଟୀ /ବାୟୋଇକ୍ୱିୱେଲେନ୍ସ(ବୀଏ/ବୀଡ)ଷ୍ଟଡିରୁ ସମ୍ବୋନ୍ଧିତ ଆବେଦନ

ପ୍ରକ୍ରିୟାକୁ ସରଳ କରିଥାଏ।ଏହା ଉପରେ ଜନସାଧାରଣଙ୍କଠାରୁ ପରାମର୍ଶ ମଗାଯାଇଛି। ଏହା ସହିତ, ଟେଷ୍ଟ ଲାଇସେନ୍ସ ଆବେଦନର ମୋଟ ବୈଧାନିକ

ପ୍ରକ୍ରିୟାକରଣ ଅବଧିକୁ 90 ଦିନରୁ କମାଇ 45 ଦିନକୁ ହ୍ରାସ

କରାଯାଇଛି।ଏହା ସହିତବାୟୋଅବେଲେବିଲିଟି/ବାୟୋଇକ୍ୱିୱେଲେନ୍ସର କିଛି ବର୍ଗ ପାଇଁ ବିଦ୍ୟମାନ ଲାଇସେନ୍ସ ଆବଶ୍ୟକତା

ଉଚ୍ଛେଦ ହୋଇଯିବ। ଏପରି ପରିସ୍ଥିତିରେ, କେବଳ ସୂଚନା

କିମ୍ବା ଡକ୍ୟୁମେଣ୍ଟ ଦାଖଲ କରିବାର ପ୍ରକ୍ରିୟା ଅନୁସରଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande