ବିହାରର ନୱାଦାରେ ଜଳାଶୟରେ ବୁଡିଯାଇ 5ଜଣଙ୍କ ମୃତ୍ୟୁ
ନୱାଦା, 3 ସେପ୍ଟେମ୍ବର (ହି.ସ.)-ବିହାରର ନୱାଦା ଜିଲ୍ଲାର ପକରବରଣବାଁ ଥାନା ଅନ୍ତର୍ଗତ ଦତରୌଲ ଗ୍ରାମରେ ବୁଧବାର ଦିନ ପାଞ୍ଚଜଣଙ୍କର ଏକ ଜଳାଶୟରେ ବୁଡି ମୃତ୍ୟୁ ହୋଇଛି। ପକରୀବରମା ଥାନା ଅନ୍ତର୍ଗତ ଦତରୌଲ ଗ୍ରାମରେ ଏହି ଅଘଟଣ ଘଟିଛି । ଗ୍ରାମର ଭଉଣୀ ଓ ମହିଳାମାନେ ନିଜ
ବିହାରର ନୱାଦାରେ ଜଳାଶୟରେ     ବୁଡିଯାଇ 5ଜଣଙ୍କ ମୃତ୍ୟୁ


ନୱାଦା, 3 ସେପ୍ଟେମ୍ବର (ହି.ସ.)-ବିହାରର ନୱାଦା ଜିଲ୍ଲାର

ପକରବରଣବାଁ ଥାନା ଅନ୍ତର୍ଗତ ଦତରୌଲ ଗ୍ରାମରେ ବୁଧବାର ଦିନ ପାଞ୍ଚଜଣଙ୍କର ଏକ ଜଳାଶୟରେ ବୁଡି ମୃତ୍ୟୁ

ହୋଇଛି।

ପକରୀବରମା ଥାନା ଅନ୍ତର୍ଗତ

ଦତରୌଲ ଗ୍ରାମରେ ଏହି ଅଘଟଣ ଘଟିଛି । ଗ୍ରାମର ଭଉଣୀ ଓ ମହିଳାମାନେ ନିଜ ଭାଇମାନଙ୍କର ସୁରକ୍ଷା ଓ

ଦୀର୍ଘାୟୁ ପାଇଁ କରମା ପର୍ବ ପାଳନ କରୁଥିବା ବେଳେ ଏହି ଅଘଟଣ ଘଟିଛି । ସେମାନେ ଜଳାଶୟକୁ

ସ୍ନାନ କରିବାକୁ ଯାଇଥିଲେ। ଗଭୀର ପାଣିକୁ ଚାଲିଯିବାରୁ ବୁଡିଯାଇ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande