କେନ୍ଦୁଝର ସହରରେ ୧୪ ମଣ୍ଡପରେ ପୂଜା ପାଇଲେ ମା ଦୂର୍ଗା
କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ସହରରେ ୧୪ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗତିନାସିନୀ। ସବୁଠି ଉତ୍ସାହର ସହ ମା ଙ୍କୁ ପୂଜା ଚାଲୁଥିବା ବେଳେ ଆଜି ମହାଷ୍ଟମୀ ପୂଜା ହୋଇଛି। ସବୁଠି ମହିଳା ମାନେ ବ୍ରତ ବାନ୍ଧି ପରିବାରର ସୁଖଶାନ୍ତି ମନାସିଛନ୍ତି। ଆଜି ସନ୍ଧ୍ୟାରେ ମେଢ଼ ବ
କେନ୍ଦୁଝର ସହରରେ ୧୪ ମଣ୍ଡପରେ ପୂଜା ପାଇଲେ ମା ଦୂର୍ଗା


କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.)

କେନ୍ଦୁଝର ସହରରେ ୧୪ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗତିନାସିନୀ। ସବୁଠି ଉତ୍ସାହର ସହ ମା ଙ୍କୁ ପୂଜା ଚାଲୁଥିବା ବେଳେ ଆଜି ମହାଷ୍ଟମୀ ପୂଜା ହୋଇଛି। ସବୁଠି ମହିଳା ମାନେ ବ୍ରତ ବାନ୍ଧି ପରିବାରର ସୁଖଶାନ୍ତି ମନାସିଛନ୍ତି। ଆଜି ସନ୍ଧ୍ୟାରେ ମେଢ଼ ବୁଲି ମା ଙ୍କୁ ଦର୍ଶନ କରୁଛନ୍ତି ସହରବାସୀ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande