ସୁପ୍ରଭାତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ
କେନ୍ଦ୍ରାପଡା, ୩୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ପୁରୁଷୋତମପୁର ଗ୍ରାମର ସୁପ୍ରଭାତ ମଲ୍ଲିକ ନିଜର ପ୍ରତିଭା ପରିଶ୍ରମ ଓ ଅଦମ୍ୟ ସଂକଳ୍ପର ଆଧାର କରି ୨୦୨୩ ମସିହାର ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୨୮୯ ସ୍ଥାନ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍
ସୁପ୍ରଭାତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ


କେନ୍ଦ୍ରାପଡା, ୩୦ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ପୁରୁଷୋତମପୁର ଗ୍ରାମର ସୁପ୍ରଭାତ ମଲ୍ଲିକ ନିଜର ପ୍ରତିଭା ପରିଶ୍ରମ ଓ ଅଦମ୍ୟ ସଂକଳ୍ପର ଆଧାର କରି ୨୦୨୩ ମସିହାର ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୨୮୯ ସ୍ଥାନ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଯାଇଛି । ଶ୍ରୀ ମଲ୍ଲିକଙ୍କର ଏହି ସଫଳତା ପାଇଁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ପଂଚାୟତ ଓ ଜିଲ୍ଲାର ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande