ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଜନତା ଦର୍ଶନରେ ଲୋକଙ୍କ ସମସ୍ୟା ଶୁଣିଲେ
ଗୋରଖପୁର, ୪ ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ଗୋରଖନାଥ ମନ୍ଦିର ପରିସରରେ ଆୟୋଜିତ ଜନତା ଦର୍ଶନ କାର୍ଯ୍ୟକ୍ରମରେ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଲେ। ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ଦିଗ ନିର୍ଦ୍ଦେଶ ଦେଲେ। ଉଲ୍ଲେଖନୀୟ ଯେ
ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଜନତା ଦର୍ଶନରେ ଲୋକଙ୍କ ସମସ୍ୟା ଶୁଣିଲେ


ଗୋରଖପୁର, ୪ ସେପ୍ଟେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ

ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ଗୋରଖନାଥ ମନ୍ଦିର ପରିସରରେ ଆୟୋଜିତ ଜନତା ଦର୍ଶନ

କାର୍ଯ୍ୟକ୍ରମରେ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଲେ। ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ଦିଗ

ନିର୍ଦ୍ଦେଶ ଦେଲେ। ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବିଳମ୍ବିତ

ସନ୍ଧ୍ୟାରେ ଗୋରଖପୁର ଗସ୍ତରେ ପହଞ୍ଚିଛନ୍ତି। ଆଜି ସେ ଗୋରଖପୁରରେ ଅନେକ ବିଭିନ୍ନ

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande