ଏଥେନାଲ ନୀତି ଓ ମହଙ୍ଗା ପେଟ୍ରୋଲ-ଡିଜେଲ ଉପରେ କେବେ ଜବାବ ଦେବେ ସରକାର- ପବନ ଖେଡା
ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ଏଥେନାଲ ନୀତି ଏବଂ ପେଟ୍ରୋଲ-ଡିଜେଲର ଉଚ୍ଚ ଦରକୁ ନେଇ କଟାକ୍ଷ କରିଛି ଏବଂ କହିଛି ଯେ ମୋଦି ସରକାର ୧୦ ବର୍ଷରେ କୌଣସି ଠୋସ କାମ କରିନାହିଁ, ଫଳରେ ଜନତା ମହଙ୍ଗା ପେଟ୍ରୋଲିୟମ ପଦାର୍ଥ କିଣିବାକୁ
ଏଥେନାଲ ନୀତି ଓ ମହଙ୍ଗା     ପେଟ୍ରୋଲ-ଡିଜେଲ ଉପରେ କେବେ ଜବାବ ଦେବେ ସରକାର- ପବନ ଖେଡା


ନୂଆଦିଲ୍ଲୀ, 4 ସେପ୍ଟେମ୍ବର (ହି.ସ.)- କଂଗ୍ରେସ କେନ୍ଦ୍ର

ସରକାରଙ୍କ ଉପରେ ଏଥେନାଲ ନୀତି ଏବଂ ପେଟ୍ରୋଲ-ଡିଜେଲର ଉଚ୍ଚ ଦରକୁ ନେଇ କଟାକ୍ଷ କରିଛି ଏବଂ

କହିଛି ଯେ ମୋଦି ସରକାର ୧୦ ବର୍ଷରେ କୌଣସି ଠୋସ କାମ କରିନାହିଁ,

ଫଳରେ ଜନତା ମହଙ୍ଗା ପେଟ୍ରୋଲିୟମ ପଦାର୍ଥ କିଣିବାକୁ

ବାଧ୍ୟ ହେଉଛନ୍ତି।

ଗୁରୁବାର ଦିନ କଂଗ୍ରେସ

ପାର୍ଟିର ମୁଖପାତ୍ର ପବନ ଖେଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ନେତାମାନେ

ପୂର୍ବରୁ ଦେଇଥିବା ବୟାନ କଥା ଉଲ୍ଲେଖ କରି କହିଛନ୍ତି ଯେ ଜନତାକୁ ଶସ୍ତା ପେଟ୍ରୋଲ ଏବଂ ଡିଜେଲ

ଦେବା ଦାବି କେବଳ ମିଛ ପ୍ରତିଶ୍ରୁତି ।

ଖେଡ଼ା କହିଛନ୍ତି ଯେ ଜୁନ

୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଏହି ପ୍ରତିଶ୍ରୁତି

ଦେଇଥିଲେ ଯେ ସହରୀ ଆବର୍ଜନାରୁ ଏଥେନାଲ ତିଆରି କରି, ପେଟ୍ରୋଲ ୫୫ ଟଙ୍କା ଏବଂ ଡିଜେଲ ୫୦ ଟଙ୍କା ପ୍ରତି ଲିଟର ଦରରେ ମିଳିବ,

କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଦିଗରେ କୌଣସି ଠୋସ କାମ

ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande