ମିଲାଦୁନ୍-ନବୀର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.) -ମୁସଲିମ ଭାଇ ଭଉଣୀଙ୍କୁ ମିଲାଦୁନ ନବୀର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମିଲାଦୁନ୍-ନବୀ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା। ଏହି ପବିତ୍ର ଦିନଟି ଆ
ମିଲାଦୁନ୍-ନବୀର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)

-ମୁସଲିମ ଭାଇ ଭଉଣୀଙ୍କୁ ମିଲାଦୁନ ନବୀର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି । ଏନେଇ ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମିଲାଦୁନ୍-ନବୀ

ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା। ଏହି ପବିତ୍ର ଦିନଟି ଆମ ସମାଜରେ ଶାନ୍ତି ଓ କୁଶଳତା ଆଣୁ। ଦୟା, ସେବା ଓ ନ୍ୟାୟର ମୂଲ୍ୟବୋଧ ସଦା ଆମକୁ ଦିଗଦର୍ଶନ କରୁ। ଇଦ୍ ମୁବାରକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande