ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)
- ଓନମର
ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିବଲ ମିଡିଆ ଏକ୍ସରେ
ରାଷ୍ଟ୍ରପତି କହିଛନ୍ତି ଯେ, ପବିତ୍ର ଓନମ ପର୍ବର ଅବସରରେ ମୁଁ ସମସ୍ତ ନାଗରିକମାନଙ୍କୁ, ବିଶେଷକରି ଭାରତ ଓ ବିଦେଶରେ ବସବାସ କରୁଥିବା କେରଳର ଭାଇ ଓ ଭଉଣୀମାନଙ୍କୁ
ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା