
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- 'ଭାରତ ରତ୍ନ' ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିଚାରଣ
କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ
କହିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, 'ଭାରତ ରତ୍ନ'
ଲାଲ
ବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟତିଥିରେ ବିନମ୍ର ପ୍ରଣାମ। ସେହି ଜନନାୟକଙ୍କ ଜୟ ଯବାନ,
ଜୟ
କିଷାନ ନାରା ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା