ଏବିଭିପି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ
କେନ୍ଦୁଝର, ୧୨ ଜାନୁଆରି (ହି.ସ.) - ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ଯୁବ ମାନଙ୍କ ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ମଣ୍ଡୁଆ ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହାସହ ସ୍
Abvp bibekananda


କେନ୍ଦୁଝର, ୧୨ ଜାନୁଆରି (ହି.ସ.) - ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ଯୁବ ମାନଙ୍କ ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ମଣ୍ଡୁଆ ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହାସହ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣାରେ ପ୍ରେରିତ ହେବାକୁ ଛାତ୍ରସମାଜକୁ ଆହ୍ୱାନ କରାଯାଇଅଛି। ଏଥିରେ କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ୱରାଜ କେତନ ମହାନ୍ତ , ଜିଲ୍ଲା ସଂଗଠନ ସମ୍ପାଦକ ଆଶୁତୋଷ ମହାରଣା , ରାଜ୍ୟ କାର୍ଯ୍ୟ ସମିତି ସଦସ୍ୟ ସମୀର କୁ. ବାରିକ ତଥା କେନ୍ଦୁଝର ନଗରର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande