ବାଗଡୋଗରା ଏୟାରପୋର୍ଟରେ ପହଂଚିଲା ପ୍ରଶାନ୍ତ ତମାଙ୍ଗ, ଅନ୍ତିମ ଦର୍ଶନ ପାଇଁ ପାଇଁ ଜମିଲା ଭିଡ
ସିଲିଗୁଡି, 12 ଜାନୁଆରି (ହି.ସ.)- ଇଣ୍ଡିଆନ୍ଆଇଡଲ୍ସିଜନ୍–୩ରବିଜେତାଏବଂୱେବ୍ସିରିଜ୍ପାତାଳଲୋକ–୨ରେଦେଖାଦେଇଥିବାଅଭିନେତା–ଗାୟକପ୍ରଶାନ୍ତତମାଙ୍ଗଙ୍କପାର୍ଥିବଶରୀରସୋମବାରବାଗଡୋଗରାବିମାନବନ୍ଦରକୁଆଣାଯାଇଛି।ତାଙ୍କରମୃତଦେହବିମାନବନ୍ଦରରେପହଞ୍ଚିବାମାତ୍ରେ ସେଠାରେଉପସ୍ଥିତପରିବାରସଦସ୍ୟମାନଙ୍କ ମ
ଗାହକଙ୍କ ବିୟୋଗ


ସିଲିଗୁଡି, 12 ଜାନୁଆରି (ହି.ସ.)- ଇଣ୍ଡିଆନ୍ଆଇଡଲ୍ସିଜନ୍–୩ରବିଜେତାଏବଂୱେବ୍ସିରିଜ୍ପାତାଳଲୋକ–୨ରେଦେଖାଦେଇଥିବାଅଭିନେତା–ଗାୟକପ୍ରଶାନ୍ତତମାଙ୍ଗଙ୍କପାର୍ଥିବଶରୀରସୋମବାରବାଗଡୋଗରାବିମାନବନ୍ଦରକୁଆଣାଯାଇଛି।ତାଙ୍କରମୃତଦେହବିମାନବନ୍ଦରରେପହଞ୍ଚିବାମାତ୍ରେ ସେଠାରେଉପସ୍ଥିତପରିବାରସଦସ୍ୟମାନଙ୍କ

ମଧ୍ୟରେକାନ୍ଦ ବୋବାଳି ପଡିଥିଲା।ଏହାପରେସମ୍ପୂର୍ଣ୍ଣପରିବେଶଶୋକମୟହୋଇପଡ଼ିଥିଲା।

ଦାର୍ଜିଲିଂ ବାସିନ୍ଦା ପ୍ରଶାନ୍ତତାମାଙ୍ଗନିଜରମଧୁରସ୍ୱରଦ୍ୱାରାସାରାଦେଶରଲୋକମାନଙ୍କହୃଦୟଜିତିଥିଲେ।ତାଙ୍କରଆକସ୍ମିକବିୟୋଗରେପୂରାଅଞ୍ଚଳରେଶୋକରଲହରୀଖେଳିଯାଇଛି।

ସୋମବାରବାଗଡୋଗରାବିମାନବନ୍ଦରରେତାଙ୍କୁଶେଷଶ୍ରଦ୍ଧାଞ୍ଜଳିଦେବାପାଇଁଦାର୍ଜିଲିଙ୍ଗରସାଂସଦରାଜୁବିଷ୍ଟ, ଜିଟିଏରମୁଖ୍ୟକାର୍ଯ୍ୟନିର୍ବାହୀଅନିତଥାପା, ଦାର୍ଜିଲିଙ୍ଗରବିଧାୟକନୀରଜଜିମ୍ବାସହଅନେକଗଣମାନ୍ୟବ୍ୟକ୍ତିଉପସ୍ଥିତ ହୋଇଥିଲେ।

ଉଲ୍ଲେଖନୀୟଯେ,

ରବିବାରଦିଲ୍ଲୀରେହୃଦ୍‌ଘାତହେତୁପ୍ରଶାନ୍ତତାମାଙ୍ଗଙ୍କବିୟୋଗହୋଇଥିଲା।ତାଙ୍କରମୃତ୍ୟୁସମ୍ବାଦପ୍ରସାରିତହେବାସହିତଅଞ୍ଚଳଶୋକରେବୁଡିଯାଇଥିଲା।ସେହିନ୍ଦୀସହନେପାଳୀଭାଷାରେମଧ୍ୟଅନେକଲୋକପ୍ରିୟଗୀତଗାଇଥିଲେଏବଂଅନେକୱେବ୍ସିରିଜ୍‌ରେଅଭିନୟମଧ୍ୟକରିଥିଲେ।

ସାଂସଦରାଜୁବିଷ୍ଟକହିଛନ୍ତିଯେପ୍ରଶାନ୍ତତମାଙ୍ଗଙ୍କଅବର୍ତ୍ତମାନଦେଶ, ରାଜ୍ୟଏବଂପାହାଡ଼ଅଞ୍ଚଳପାଇଁଏକଅପୂରଣୀୟକ୍ଷତି।ତାଙ୍କରସ୍ୱରଗୋଟିଏସମୟରେଗୋର୍ଖାସମାଜକୁଏକତ୍ରିତକରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande