
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ପୋଲିସ ଏସଆଇ ମହାକେଳେଙ୍କାରୀ
ମାମଲା । 10ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କରିଛି ସିବିଆଇ
। ସେଥିରୁ 4ଜଣ ସିବିଆଇ ଅଫିସରେ ହାଜର ହୋଇ ପକ୍ଷ ରଖିଛନ୍ତି । ଦୀର୍ଘ
ସମୟ ହେବ ସିବିଆଇ ସେମାନଙ୍କୁ ପଚରା ଉଚରା କରୁଛି । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ
ଆଗକୁ ବଢାଇବ ସିବିଆଇ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା