ରାଞ୍ଚିରେଆୟୋଜିତ ସ୍କୁଲ୍ଗେମ୍ସଫେଡେରେସନ୍ଅଫ୍ଇଣ୍ଡିଆ ତୀରନ୍ଦାଜଚାମ୍ପିୟନ୍‌ସିପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାରତୀରନ୍ଦାଜମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଞ୍ଚିରେଆୟୋଜିତ ସ୍କୁଲ୍ଗେମ୍ସଫେଡେରେସନ୍ଅଫ୍ଇଣ୍ଡିଆ ତୀରନ୍ଦାଜଚାମ୍ପିୟନ୍‌ସିପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାରତୀରନ୍ଦାଜମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ
ରାଞ୍ଚିରେଆୟୋଜିତ ସ୍କୁଲ୍ଗେମ୍ସଫେଡେରେସନ୍ଅଫ୍ଇଣ୍ଡିଆ ତୀରନ୍ଦାଜଚାମ୍ପିୟନ୍‌ସିପ୍‌ରେ ଉତ୍କୃଷ୍ଟ     ପ୍ରଦର୍ଶନ ପାଇଁ ଓଡ଼ିଶାରତୀରନ୍ଦାଜମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଞ୍ଚିରେଆୟୋଜିତ ସ୍କୁଲ୍ଗେମ୍ସଫେଡେରେସନ୍ଅଫ୍ଇଣ୍ଡିଆ ତୀରନ୍ଦାଜଚାମ୍ପିୟନ୍‌ସିପ୍‌ରେ ଉତ୍କୃଷ୍ଟ

ପ୍ରଦର୍ଶନ ପାଇଁ ଓଡ଼ିଶାରତୀରନ୍ଦାଜମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଞ୍ଚିରେଆୟୋଜିତ୬୯ତମସ୍କୁଲ୍ଗେମ୍ସଫେଡେରେସନ୍ଅଫ୍ଇଣ୍ଡିଆ (ଅଣ୍ଡର–୧୭) ତୀରନ୍ଦାଜୀଚାମ୍ପିୟନ୍‌ଶିପ୍‌ରେଉତ୍କୃଷ୍ଟପ୍ରଦର୍ଶନପାଇଁଓଡ଼ିଶାରତୀରନ୍ଦାଜମାନଙ୍କୁହାର୍ଦ୍ଦିକଅଭିନନ୍ଦନ।

ରୋହିତକୁମାରମାରାଣ୍ଡି, ରେଶ୍ମାମଲ୍ଲିକ, ସୁନିତାନାଏକ, ସାବିତ୍ରୀପାଟ୍ରୋ, ପଙ୍ଖୀଭାତ୍ରାଏବଂଟେନିଶମେହେରଙ୍କଅଦ୍ଭୁତସଫଳତା—ଯେଉଁମାନେମିଶି୪ଟିସ୍ୱର୍ଣ୍ଣ, ୫ଟିରୌପ୍ୟଏବଂ୧ଟିକାଂସ୍ୟପଦକ ହାସଲ କରିଓଡ଼ିଶାକୁସାରାଭାରତରେସମୁଦାୟଉପବିଜେତାଭାବେଉଦ୍ଭାସିତକରିଛନ୍ତି ଯାହାକି ରାଜ୍ୟପାଇଁବହୁତଗର୍ବରକଥା।

ଆଗାମୀଦିନଗୁଡ଼ିକରେମଧ୍ୟସଫଳତାଅବ୍ୟାହତରହୁଏହିଆଶାସହସମସ୍ତକ୍ରୀଡ଼ାବିତଙ୍କୁଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande