
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଯୁକ୍ତ 2 ପରୀକ୍ଷା ପାଇଁ ଫର୍ମ ଫିଲ୍ ଅଫ କରିଛନ୍ତି ମୋଟ 4 ଲକ୍ଷ 16 ସହ 23
ପରୀକ୍ଷାର୍ଥୀ । କଳା ପାଇଁ 2 ଲକ୍ଷ 56 ହଜାର707, ବାଣିଜ୍ୟ 24 ହଜାର 621, ବିଜ୍ଞାନ 1 ଲକ୍ଷ14 ହଜାର 363, ଧନ୍ଦାମୂଳକ
5932 ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା